Saturday, February 7, 2026
15.6 C
Odisha

    ମୋହନଙ୍କ ସରକାର ୨ ସମବାୟ ବୋର୍ଡ ଭଙ୍ଗକଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ରାଜ୍ୟର ୨ଟି ସମବାୟ ବୋର୍ଡ ଭଙ୍ଗ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ଏହାକୁ ଭଙ୍ଗ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମକୁ ସରକାର ଭଙ୍ଗ କରିଛନ୍ତି । ଏଣିକି ରାଜ୍ୟ ସରକାର ଏହି ୨ଟି ବୋର୍ଡର ବ୍ୟାପାରର ଦାୟିତ୍ବ ନେବେ। ବୁଧବାର ଏନେଇ ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.6 ° C
    15.6 °
    15.6 °
    48 %
    1.3kmh
    1 %
    Sat
    30 °
    Sun
    31 °
    Mon
    31 °
    Tue
    33 °
    Wed
    32 °

    ସମ୍ବନ୍ଧିତ