Monday, October 12, 2026
23.8 C
Odisha

    ମାଢ଼ି ଏବଂ ଦାନ୍ତର ମଜବୁତିରୁ ଜଣାପଡ଼ିବ ସଂପର୍କର ମଜବୁତି !

    ଆଗକୁ ପଢନ୍ତୁ

    ସଂପର୍କକୁ ମଜବୁତ କରିବା ପାଇଁ ବିଶ୍ବାସ ରହିବା ଜରୁରୀ। ଶାସ୍ତ୍ର ଅନୁଯାୟୀ ଆମ ଶରୀର ବିଭିନ୍ନ ଅଂଶ ଆମ ଜୀବନ ସମ୍ବନ୍ଧୀୟ ଅନେକ କାହାଣୀ ବଖାଣିଥାଏ। ଏବେ ତାହାକୁ ପ୍ରମାଣିତ କରିଛନ୍ତି ବୈଜ୍ଞାନିକ। ଚମକୁଥିବା ଦାନ୍ତ ଏବଂ ମାଢ଼ି ପଛରେ ମଧ୍ୟ ରହିଛି ଆପଣଙ୍କ ସଂପର୍କ କିପରି ରହିବ ତାହାର ରାଜ୍ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଦାନ୍ତର ଚମକ ଏବଂ ମାଢ଼ିରୁ ଜଣାପଡ଼ିଥାଏ କିପରି ରହିବ ଆପଣଙ୍କ ପ୍ରେମ ସଂପର୍କ ।ଅନୁସନ୍ଧାନରୁ ଜଣାପଡ଼ିଛି ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ମଜବୁତ ରହିଥାଏ ସେମାନଙ୍କର ସଂପର୍କ ମଧ୍ୟ ମଜବୁତ ରହିଥାଏ। ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ୍ କ୍ବିଇନ୍ସ ଲ୍ୟାଣ୍ଡର ହୋଇଥିବା ଗବେଷଣାରେ ଏହା ପ୍ରମାଣିତ ହୋଇଛି। ଗବେଷକଙ୍କ କହିବା ଅନୁଯାୟୀ ,ଯେଉଁ ବ୍ୟକ୍ତିମାନଙ୍କର ଦାନ୍ତ ଏବଂ ମାଢ଼ି ଅବସ୍ଥା ଭଲ ରହିନଥାଏ ସେମାନେ ଭାବନାତ୍ମକ ଭାବେ ତାଙ୍କ ସାଥିଙ୍କଠାରୁ ଭିନ୍ନ ରହିଥାନ୍ତି। ନିଜ ସାଥିଙ୍କ ସହ କିଛି କଥା ବାଣ୍ଟିବାକୁ ପସନ୍ଦ କରନ୍ତି ନାହିଁ। ତାଙ୍କ ସାଥି ସବୁବେଳେ ତାଙ୍କୁ ଅଧା ରାସ୍ତାରେ ଛାଡ଼ି ପଳାନ୍ତି ।

    ଦାନ୍ତ ଏବଂ ମାଢ଼ି ଦୁର୍ବଳ ଥିବା ବ୍ୟକ୍ତିଙ୍କ ସପଂର୍କ ମଧ୍ୟ ଦୁର୍ବଳ ହୋଇଥାଏ। ଏହି ବ୍ୟକ୍ତି କାହା ଉପରେ ସହଜରେ ବିଶ୍ବାସ କରିପାରନ୍ତି ନାହିଁ। ଅପରପକ୍ଷରେ ଦାନ୍ତ, ମାଢ଼ି ମଜବୁତ ଥିବା ବ୍ୟକ୍ତିଙ୍କ ସଂପର୍କ ମଧ୍ୟ ମଜବୁତ ରହିଥାଏ। ଏହି ବ୍ୟକ୍ତି ନିଜ ମାଢ଼ିର ଧ୍ୟାନ ରଖିବା ସହ ନିଜ ସଂପର୍କର ମଧ୍ୟ ଧ୍ୟାନ ରଖିଥାନ୍ତି। ଏହି ଅନୁସନ୍ଧାନରୁ ଜଣାପଡ଼ିଛି କି , ନିଜ ସ୍ବାସ୍ଥ୍ୟର ସମ୍ବନ୍ଧ ସଂପର୍କ ସହିତ ରହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    76 %
    1.1kmh
    2 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ