Sunday, October 11, 2026
29.5 C
Odisha

    ନୃତ୍ୟରେ ଶ୍ରୀରାମଲଲ୍ଲାଙ୍କ ପ୍ରତି ଭକ୍ତି ଅର୍ଘ୍ୟ ବାଢିଲେ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର

    ଆଗକୁ ପଢନ୍ତୁ

    ଶ୍ରୀରାମ ଜନ୍ମଭୂମିରେ ପରିବେଷଣ ହେଲା ଓଡ଼ିଶୀ ନୃତ୍ୟ ।ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ତଥା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି । ଚିତାକର୍ଷକ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପ୍ରଭୁ ରାମଲାଲାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ଜ୍ଞାପନ କରିଛନ୍ତି ସୁଜାତା ମହାପାତ୍ର । ଶ୍ରୀରାମ ଜନ୍ମ ଭୂମିରେ ୨୮ତାରିଖରୁ ଆରମ୍ଭ ହୋଇଥିବା ରାଗ ଉତ୍ସବର ପ୍ରଥମ ଦିନରେ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଆରମ୍ଭ ହୋଇଥିବା ଏହି ‘ରାଗ ସେବା ଉତ୍ସବ’ ୪୫ଦିନ ଧରି ଚାଲିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ