Sunday, June 1, 2025
31.6 C
Odisha

    ସୋହେଲାରୁ ଆରମ୍ଭ ହେବ ଧାନ କିଣା’ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସୂଚନା

    ଆଗକୁ ପଢନ୍ତୁ

    ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲାରୁ ଆରମ୍ଭ ହେବ ଧାନ କିଣା ।  ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ ।  ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ର୍ବଦ୍ଧନ ସିଂହଦେଓ । ସେ କହିଛନ୍ତି, ସୋହେଲାରୁ ପୂର୍ବ ସରକାର ଶହେ ଟଙ୍କା ବୋନସ ଦେବେ କହି ଚାଷୀଙ୍କୁ ଦେଇନଥିଲେ ।

    ସୋହେଲାରୁ ହିଁ ଧାନ ଏମଏସପିରେ ୮ଶହ ଟଙ୍କା ବୋନସ ଦେଇ ଧାନ କିଣିବେ ବିଜେପି ସରକାର ।  ସେହିପରି  ଆସନ୍ତା ଅକ୍ଟୋବର ୫ ତାରିଖରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୧୮ ତମ କିସ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ବଣ୍ଟନ କରିବେ । ପ୍ରତ୍ୟକେ ଜିଲ୍ଲାସ୍ତରରେ ଚାଷୀମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.6 ° C
    31.6 °
    31.6 °
    42 %
    2.3kmh
    92 %
    Sun
    31 °
    Mon
    39 °
    Tue
    36 °
    Wed
    39 °
    Thu
    40 °

    ସମ୍ବନ୍ଧିତ