Saturday, October 3, 2026
23 C
Odisha

    ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ମୁମ୍ବାଇ:ସର୍ଭାଇକାଲ କ୍ୟାନସରରେ ପୀଡିତ ପୁନମଙ୍କର ଦେହାନ୍ତ ହୋଇଥିବା ତାଙ୍କ ମ୍ୟାନେଜର ଜଣାଇଛନ୍ତି। ପୁନମଙ୍କ ଭ୍ୟାରିଫାଇଡ୍ ଇନଷ୍ଟା ଆକାଉଣ୍ଟରେ ଏବାବଦରେ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା । କାନପୁର ଥିବା ବାସଭବନରେ ପୁନମ ଅନ୍ତିମ ନିଶ୍ୱାସ ନେଇଥିଲେ ।ପୁନମ ପାଣ୍ଡେଙ୍କ ଟିମ୍ ଦେଇଥିବା ସୂଚନା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କାନପୁରରେ ହେବ। ତେବେ ଅନ୍ତିମ ସଂସ୍କାରର ସମୟ ନେଇ କୌଣସି ସୂଚନା ଦିଆଯାଇନାହିଁ ।ପୁନମଙ୍କ ଭ୍ୟାରିଫାଇଡ୍ ଆକାଉଣ୍ଟରେ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଆଜିର ସକାଳ ଆମ ପାଇଁ କଠିନ ଏବଂ ଦୁଃଖଦ ଥିଲା । ଆମେ ଆମର ପୁନମଙ୍କୁ ସର୍ଭାଇକାଲ କ୍ୟାନସର ଯୋଗୁଁ ହରାଇଛୁ। ତାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୟା ଭାବ ସହିତ ସ୍ୱାଗତ ଜଣାଇଛୁ। ପୁନମ ୨୦୧୩ ମସିହାରେ ‘ନଶା’ ଫିଲ୍ମ ଜରିଆରେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ରିୟାଲିଟି ଶୋ ‘ଲକ ଅପ୍’ ସେ ପ୍ରଶଂସା ସାଉଁଟିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ