Sunday, September 27, 2026
29.2 C
Odisha

    ୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତରେ ହେବ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲା ପହଞ୍ଚିବାର ସମୟ ପାଖେଇ ଆସିଛି। ସୋମବାର (ଜାନୁଆରୀ ୨୨) ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମଗ୍ର ସହରକୁ ଆଧ୍ୟାତ୍ମିକ ରଙ୍ଗରେ ସଜାଯାଇଛି। ସମଗ୍ର ମନ୍ଦିର କମ୍ପ୍ଲେକ୍ସର ସୌନ୍ଦର୍ଯ୍ୟ ଦେଖିବାକୁ ଯୋଗ୍ୟ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକପ୍ରିୟ କ୍ରିକେଟର, ସେଲିବ୍ରିଟି, ଶିଳ୍ପପତି, ସାଧୁ ତଥା ବିଭିନ୍ନ ଦେଶର ପ୍ରତିନିଧୀଙ୍କୁ ନିମନ୍ତ୍ରଣ କରାଯାଇଛି। ବର୍ତ୍ତମାନ ଭାରତ ସମେତ ବିଶ୍ୱର ଆଖି ପ୍ରାଣ ପ୍ରତିଷ୍ଠାର ଐତିହାସିକ ମୁହୂର୍ତ୍ତ ଉପରେ ସ୍ଥିର ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ