Tuesday, October 13, 2026
24.3 C
Odisha

    ଆଫ୍ରିକାକୁ ମ୍ୟାଲେରିଆ ଟିକା ରପ୍ତାନି ଆରମ୍ଭ କଲା ସେରମ୍‌ ଇନଷ୍ଟିଚ୍ୟୁଟ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟିକା ନିର୍ମାତା ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସୋମବାର କହିଛି ଯେ ଆଫ୍ରିକାକୁ ‘ଆର୍‌ ୨୧/ମ୍ୟାଟ୍ରିକ୍ସ-ଏମ୍‌’ ମ୍ୟାଲେରିଆ ଟିକା ରପ୍ତାନି ଆରମ୍ଭ କରିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନୋଭାଭାକ୍ସର ମ୍ୟାଟ୍ରିକ୍ସ-ଏମ ଆଡଜୁଭେଣ୍ଟର ମିଳିତ ସହଯୋଗରେ ବିକଶିତ ହୋଇଥିବା ଆର୨୧/ମ୍ୟାଟ୍ରିକ୍ସ-ଏମ ଟିକା ହେଉଛି ଦ୍ୱିତୀୟ ମ୍ୟାଲେରିଆ ଟିକା ଯାହା ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳରେ ପିଲାଙ୍କ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି ବୋଲି ଏସଆଇଆଇ ଏକ ବିବୃତିରେ କହିଛି।
    ସେଣ୍ଟ୍ରାଲ ଆଫ୍ରିକା ରିପବ୍ଲିକ୍‌ (ସିଏଆର୍‌) ପରେ ଆଗାମୀ ଦିନରେ ଦକ୍ଷିଣ ସୁଦାନ ଏବଂ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ ଭଳି ଅନ୍ୟ ଆଫ୍ରିକୀୟ ଦେଶକୁ ଏହି ଟିକା ଏବେ ପଠାଯାଉଛି।

    ସିଏଆର ଅଞ୍ଚଳ ପାଇଁ ‘ଆର୨୧/ମ୍ୟାଟ୍ରିକ୍ସ-ଏମ୍‌’ ମ୍ୟାଲେରିଆ ଟିକାର ମୋଟ ୧,୬୩,୮୦୦ ଡୋଜ୍‌ ସ୍ୱତନ୍ତ୍ର ଭାବେ ଆବଣ୍ଟନ କରାଯାଇଥିବା ବେଳେ ସୋମବାର ପୁଣେସ୍ଥିତ ଏସ୍‌ଆଇଆଇର କେନ୍ଦ୍ରରୁ ମାତ୍ର ୪୩,୨୦୦ ଡୋଜ୍‌ ପଠାଯାଇଛି। ଏଥିସହ ଟିକା ନିର୍ମାତା ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସୋମବାର କହିଛି ଯେ ଆଫ୍ରିକାକୁ ‘ଆର୍‌ ୨୧/ମ୍ୟାଟ୍ରିକ୍ସ-ଏମ୍‌’ ମ୍ୟାଲେରିଆ ଟିକା ରପ୍ତାନି ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    78 %
    0.4kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ