Sunday, September 20, 2026
25.3 C
Odisha

    ଜାଣନ୍ତୁ କେଉଁ କଡ଼ ମାଡି ଶୋଇଲେ ମିଳେ ଉପକାର

    ଆଗକୁ ପଢନ୍ତୁ

    ଦିନସାରା କାମ କରିବା ଦ୍ୱାରା ଆମେ କ୍ଳାନ୍ତ ହୋଇ ଶୋଇପଡୁ। କିନ୍ତୁ କେଉଁ କଡ଼ ମାଡି ଶୋଇବା ଉଚିତ୍ ସେଥିପ୍ରତି ଧ୍ୟାନ ଦେଉନାହୁଁ। ବେଳେବେଳେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅନେକ ଲୋକ ସିଧା ଶୋଇଥାନ୍ତି ଅର୍ଥାତ୍ ଉପରକୁ ମୁହଁ କରି ଏବଂ କିଛି ଡାହାଣ କିମ୍ବା ବାମ କଡ଼ ମାଡି ଶୋଇଥାନ୍ତି । ଭୁଲ ଅବସ୍ଥାରେ ଶୋଇବା ଦ୍ୱାରା ଅନେକ ଥର ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ।
    – ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାମ କଡ଼ ମାଡି ଶୋଇବା ଭଲ ବୋଲି ବିବେଚନା କରାଯାଏ । ଏହା ହୃଦୟ ଉପରେ ଅଧିକ ଚାପ ପକାଏ ନାହିଁ ଏବଂ ଉତ୍ତମ କାମ କରିବାକୁ ସକ୍ଷମ ହୋଇଥାଏ ।
    – ପ୍ରାୟତଃ ଲୋକମାନେ ରାତିରେ ଭୋଜନ ପରେ ତୁରନ୍ତ ଶୋଇବାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବାମ କଡ଼ ମାଡି ଶୋଇଥାନ୍ତି, ତେବେ ଆପଣଙ୍କର ଖାଦ୍ୟ ଧୀରେ ଧୀରେ ହଜମ ହୁଏ । କାରଣ ହଜମ ପ୍ରକ୍ରିୟା ଶରୀରର ବାମ ପାର୍ଶ୍ୱରେ ହୋଇଥାଏ ଏବଂ ହୃଦୟ ମଧ୍ୟ ବାମ ପାର୍ଶ୍ୱରେ ରହିଥାଏ । ଆହୁରି ମଧ୍ୟ, ଆପଣଙ୍କ ଶରୀରର ତାପମାତ୍ରା ମଧ୍ୟ ଠିକ୍ ରୁହେ। କେହି ଯଦି ଡାହାଣ କଡ଼ ମାଡି ଶୋଇଥାଏ, ତାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.3 ° C
    25.3 °
    25.3 °
    93 %
    1.5kmh
    12 %
    Sun
    26 °
    Mon
    30 °
    Tue
    28 °
    Wed
    29 °
    Thu
    24 °

    ସମ୍ବନ୍ଧିତ