Monday, July 28, 2025
25.2 C
Odisha

    ବାଲେଶ୍ୱର ପୋଲିସକୁ ବଡ ସଫଳତା: ସୋରୋ ଓ ଖଇରା ଏଟିଏମ୍ ଲୁଟେରାଙ୍କୁ ବାନ୍ଧିଲା

    ଆଗକୁ ପଢନ୍ତୁ

    ବାଲେଶ୍ୱର ପୋଲିସକୁ ବଡ ସଫଳତା । ନିକଟରେ ସୋରୋ ଓ ଖଇରାରେ ହୋଇଥିବା ଏଟିଏମ୍ ଲୁଟ୍ରେ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଜଣେ ଫେରାର ଅଛି । ୫ ଅଭିଯୁକ୍ତ ପାଖରୁ ୬ ଲକ୍ଷ ୧୩ ହଜାର ୭୦୦ ଟଙ୍କା ଜବଲ କରିଛି ପୋଲିସ । ଏଥିସହ ଲୁଟରେ ବ୍ୟବହୃତ ଗାଡି, ବନ୍ଧୁକ, ଗୁଳି, ୱାଆର କଟର, ତିନୋଟି ସ୍ମାର୍ଟ ଫୋନ୍, ସ୍ପ୍ରେ ପେଂଟ୍, ଏଟିଏମ୍ କ୍ୟାସ୍ ଟ୍ରେ ଓ ଅଭିଯୁକ୍ତଙ୍କ ପରିଚୟ ପତ୍ର ଜବତ ହୋଇଛି । ସମସ୍ତ ଅଭିଯୁକ୍ତ ହରିୟାଣାର ହୋଇଥିବାବେଳେ ବ୍ୟବହୃତ ଗାଡି ଦିଲ୍ଲୀରୁ ଚୋରୀ କରାଯାଇଥିବା କହିଛନ୍ତି ବାଲେଶ୍ୱର ଏସ୍ପି ସାଗରିକା ନାଥ । ଅଭିଯୁକ୍ତଙ୍କ ନାମରେ ଅନ୍ୟ ରାଜ୍ୟରେ ମାମଲା ରହିଠି । ଦୁଇଟି ଏଟିଏମ୍ରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଲୁଟେରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    81 %
    3.9kmh
    100 %
    Mon
    27 °
    Tue
    27 °
    Wed
    28 °
    Thu
    30 °
    Fri
    30 °

    ସମ୍ବନ୍ଧିତ