Sunday, September 27, 2026
22.6 C
Odisha

    ଟ୍ରେନରେ କଟି ଅଜଣା ବୃଦ୍ଧାଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ବାଙ୍ଗିରିପୋଷି : ଆଜି ଦିନ ପ୍ରାୟ ୧୧:୩୦ ସମୟରେ ବାଙ୍ଗିରିପୋଷି-ବାଲେଶ୍ୱର ମେମୁ ଟ୍ରେନଟି ବାଲେଶ୍ଵରରୁ ବାଙ୍ଗିରିପୋଷି ଯାଉଥିବା ସମୟରେ ମୟୁରଭଂଜ ଜିଲ୍ଲା ବୁଢାମରା ରେଳ ଷ୍ଟେସନ ପାଖରେ କଟି ଜଣେ ଅଜଣା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ରେଳ ବିଭାଗ ତରଫରୁ କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ