Saturday, May 9, 2026
38.5 C
Odisha

    ଉତରପ୍ରଦେଶରୁ ଆସିଲା ଅଭାବନୀୟ ଘଟଣା । ଭାଇକୁ ଅଙ୍ଗଦାନ କରିବାରୁ ମହିଳାଙ୍କୁ ଛାଡପତ୍ର ଦେଲେ ସ୍ୱାମୀ

    ଆଗକୁ ପଢନ୍ତୁ

    ଉତରପ୍ରଦେଶରୁ ଆସିଛି ଆଶ୍ଚଯ୍ୟଜନକ ଖବର । ଅସୁସ୍ଥ ଭାଇକୁ କିଡନୀ ଦେବା ପରେ ମହିଳାଙ୍କୁ ତିନ ତଲାକ ଦେଲେ ସ୍ୱାମୀ । ଭାଇର ଜୀବନ ବଂଚାଇବାକୁ ଯାଇ ଗୋଣ୍ଡା ଜିଲ୍ଲାର ଜଣେ ମଂହିଳା ଭାଇକୁ କିଡନୀ ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାଉଦିଆରବରେ ରହୁଥିବା ବ୍ୟକ୍ତି ସ୍ତ୍ୀଙ୍କ ତିନ ତଲାକ ଦେଇଛନ୍ତି । ଘଟଣା ପରେ ପୁଲିସ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଏଏଥିସହ ସେ ଅଭିଯୋ କରିଛନ୍ତି ଯେ ତାଙ୍କର କୌଣସି ସନ୍ତାନ ନହେବା ଯୋଗୁଁ ବ୍ୟକ୍ତିଜଣକ ଲୁଚିଛପି ଅନ୍ୟତ୍ର ବିବାହ କରିଥିଲେ ଓ ୨ୟ ପତ୍ନୀଙ୍କୁ ନେଇ ସାଉଦିରେ ରହୁଛନ୍ତି । ଏଠାରେ ସେ ସିଲେଇ କରି ଗୁଂଜରାଣ ମେଂଟାଉଥିବାବେଳେ ମାନସିକ ନିର୍ଯ୍ୟାତନା ଦେଉଥିଲେ ସ୍ୱାମୀ । ତେବେ ଭାଇକୁ କିଡନୀ ଦେବା ଘଟଣାକୁ ବିରୋଧ କରି ଏବେ ତାଙ୍କୁ ତିନି ତଲାକ ଦେଇଛନ୍ତି ସ୍ୱାମୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38.5 ° C
    38.5 °
    38.5 °
    21 %
    4.1kmh
    18 %
    Sat
    33 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ