Wednesday, July 22, 2026
23.5 C
Odisha

    ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଖୋଲା ଧମକ

    ଆଗକୁ ପଢନ୍ତୁ

    ବାନ୍ଧବୀ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଧମକ ଦେଲା କନମ୍ୟାନ ସୁକେଶ ଚନ୍ଦ୍ରଶେଖର । ଜେଲରେ ଥାଇ ସୁକେଶ କହିଛି ଦୁନିଆ ସାମ୍ନାକୁ ଜ୍ୟାକଲିନଙ୍କ ଏମିତି କିଛି କଥାର ଖୁଲ୍ଲାସା କରିବ ଯାହାକୁ କେବେ କେହି ଜାଣିନଥିଲେ । ବାରମ୍ବାର ଚିଠି ଲେଖିବା ଘଟଣାରେ ଅଭିନେତ୍ରୀ ଅସନ୍ତୋଷ ଜାହିର କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସୁକେଶ ଧମକ ଦେଇଥିବା ଜଣାପଡିଛି । ସୁକେଶ କହିଛି ତାକୁ ବିନା କାରଣରେ ଅପରାଧୀ ଭାବେ ସଜା ଯାଇଛି । ଜ୍ୟାକଲିନ ସହ ସେ କରିଥିବା ସମସ୍ତ ଚାର୍ଟ ଓ ଭିଡିଓ ଏବଂ ଫଟୋକୁ ସାର୍ବଜନୀନ କରିବ । ୨୦୦କୋଟି ଠକେଇ ମାମଲାରେ ଦିଲ୍ଲୀ ମାଣ୍ଡୋଲୀ କୋର୍ଟରେ ରହିଛି ସୁକେଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    2.8kmh
    100 %
    Wed
    25 °
    Thu
    27 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ