Tuesday, October 13, 2026
30.8 C
Odisha

    ଲାଞ୍ଚ ହେଲା କାଳ; କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଗିରଫ

    ଆଗକୁ ପଢନ୍ତୁ

    ଗିରଫ ହେଲେ ଭୁବନେଶ୍ୱର କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ । ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ। ଜଣେ କଣ୍ଟ୍ରାକ୍ଟରଙ୍କ ଲାଇସେନ୍ସ ଇସ୍ୟୁ ପାଇଁ 8000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନୋଟି ସ୍ଥାନ ବଡଗଡ଼, ଝରଣା ସାହି ଏବଂ ଅଫିସ ରୁମରେ ରେଡ କରିଥିଲା ଭିଜିଲାନ୍ସ । ରେଡ ବେଳେ ଅଫିସ ଡ୍ରରୁ 14 ହଜାର 990 ଏବଂ ତାଙ୍କ ନିକଟରୁ 5 ହଜାର 500 ଟଙ୍କା ଜବତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.8 ° C
    30.8 °
    30.8 °
    50 %
    1.9kmh
    19 %
    Tue
    31 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ