Sunday, December 21, 2025
19.1 C
Odisha

    ଦ୍ୱିତୀୟ ସନ୍ତାନର ବାପା ହେଲେ ବିରାଟ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଥରେ ବାପା ହୋଇଛନ୍ତି। ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିରାଟ କୋହଲି ନିଜ ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ ‘ଫେବ୍ରୁଆରୀ ୧୫ ତାରିଖରେ ଆମେ ଆମ ପୁଅ ଅକାୟକୁ ଏ ପୃଥିବୀକୁ ସ୍ୱାଗତ କରିଛୁ । ଯିଏକି ଭାମିକାର ସାନ ଭାଇ । ଆମେ ଆପଣଙ୍କର ଆର୍ଶୀବାଦ ଓ ଶୁଭକାମନା ଆଶା କରୁଛୁ ବୋଲି ବିରାଟ ପୋଷ୍ଟରେ ଲେଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19.1 ° C
    19.1 °
    19.1 °
    57 %
    0.9kmh
    73 %
    Sun
    26 °
    Mon
    26 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ