Wednesday, October 14, 2026
22.4 C
Odisha

    ଦ୍ୱିତୀୟ ସନ୍ତାନର ବାପା ହେଲେ ବିରାଟ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଥରେ ବାପା ହୋଇଛନ୍ତି। ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିରାଟ କୋହଲି ନିଜ ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ ‘ଫେବ୍ରୁଆରୀ ୧୫ ତାରିଖରେ ଆମେ ଆମ ପୁଅ ଅକାୟକୁ ଏ ପୃଥିବୀକୁ ସ୍ୱାଗତ କରିଛୁ । ଯିଏକି ଭାମିକାର ସାନ ଭାଇ । ଆମେ ଆପଣଙ୍କର ଆର୍ଶୀବାଦ ଓ ଶୁଭକାମନା ଆଶା କରୁଛୁ ବୋଲି ବିରାଟ ପୋଷ୍ଟରେ ଲେଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ