ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଆଜି ଶପଥଗ୍ରହଣ ଉତ୍ସବ ପାଳନ ହେବ । ନରେନ୍ଦ୍ର ମୋଦୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେବେ । ଏହା ପୂର୍ବରୁ ସାମ୍ଭାବ୍ୟ ମନ୍ତ୍ରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନରେନ୍ଦ୍ର ମୋଦୀ । ଶପଥ ଗ୍ରହଣ ସମାରୋହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଉଥିବା ସମ୍ଭାବ୍ୟ ନେତାଙ୍କ ଲିଷ୍ଟ ଆସିଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରୁ କିଏ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇପାରନ୍ତି ।
ସାମ୍ଭାବ୍ୟ କେନ୍ଦ୍ରମନ୍ତ୍ରୀ ତାଲିକା –
ଗୁଜରାଟ
- ଅମିତ ଶାହା
- ଏସ ଜୟଶଙ୍କର
- ମନସୁଖ ମାଣ୍ଡଭୟ
- ସିଆର ପାଟିଲ
- ନିମୁ ବେନ ବାମନିୟ
- ଜେପି ନଡ୍ଡା
ଓଡିଶା
- ଅଶ୍ୱିନୀ ବୈଷ୍ଣବ
- ଧର୍ମେନ୍ଦ୍ର ପ୍ରଧାନ
- ଜୁଏଲ ଓରାମ
କର୍ଣ୍ଣାଟକ
- ନିର୍ମଳା ସୀତାରମଣ
- ଏଚଡି କୁମାରସ୍ୱାମୀ
- ପ୍ରହଲ୍ଲାଦ ଜୋଶୀ
- ଶୋଭା କରନ୍ଦଲାଜେ
- ଭି ସୋମନ୍ନା
ମହାରାଷ୍ଟ୍ର
- ପିୟୁଷ ଗୋଏଲ
- ନୀତିନ ଗଡକରୀ
- ପ୍ରତାପ ରାଓ ଯାଦବ
- ରକ୍ଷା ଖଡସେ
- ରାମଦାସ ଅଠାବାଲେ
- ମୁରଲୀଧର ମୋହୋଲ
ଗୋଆ
- ଶ୍ରୀପଦ ନାଇକ
ଜମ୍ମୁ କଶ୍ମୀର
- ଜିତେନ୍ଦ୍ର ସିଂ
ମଧ୍ୟପ୍ରଦେଶ
- ଶିବରାଜ ସିଂ ଚୌହାନ
- ଜ୍ୟୋତିରାଦିତ୍ୟ ସିନ୍ଧିଆ
- ସାବିତ୍ରୀ ଠାକୁର
- ବୀରେନ୍ଦ୍ର କୁମାର
ଉତ୍ତର ପ୍ରଦେଶ
- ହରଦୀପ ସିଂ ପୁରୀ
- ରାଜନାଥ ସିଂ
- ଜୟନ୍ତ ଚୌଧୁରୀ
- ଜିନିତ ପ୍ରସାଦ
- ପଙ୍କଜ ଚୌଧୁରୀ
- ବିଏଲ ବର୍ମା
- ଅନୁପ୍ରିୟା ପଟେଲ
- କମଲେଶ ପାସୱାନ
- ଏସପି ସିଂ ବଘେଲ
ବିହାର
- ଚିରାଗ ପାସୱାନ
- ଗିରିରାଜ ସିଂ
- ଜୀତନ ରାମ ମାଞ୍ଝୀ
- ରାମନାଥ ଠାକୁର
- ଲଲନ ସିଂ
- ନିତ୍ୟାନନ୍ଦ ରାୟ
- ରାଜ ଭୂଷଣ
- ସତୀଶ ଦୁବେ
ଅରୁଣାଚଳ ପ୍ରଦେଶ
- କିରଣ ରିଜ୍ଜୁ
ରାଜସ୍ଥାନ
- ଗେଜେନ୍ଦ୍ର ସିଂ ଶେଖାୟତ
- ଅର୍ଜୁନରାମ ମେଧୱାଲ
- ଭୁପେନ୍ଦ୍ର ଯାଦବ
- ଭାଗୀରଥ ଚୌଧୁରୀ
ହରିୟାଣା
- ଏମଏଲ ଖଟ୍ଟର
- ରାଓ ଇନ୍ଦ୍ରଜିତ ସିଂ
- କୃଷ୍ଣ ପାଲ ଗୁଜ୍ଜର
କେରଳ
- ସୁରେଶ ଗୋପୀ
- ତେଲେଙ୍ଗାନା
- ଜି କିଶନ ରେଡ୍ଡୀ
- ବନ୍ଦି ସଞ୍ଜୟ
ତାମିଲନାଡୁ
- ଏଲମୁରୁଗାନ
- ଝାଡଖଣ୍ଡ
- ଚନ୍ଦ୍ରଶେଖର ଚୌଧୁରୀ
- ଅନ୍ନପୂର୍ଣ୍ଣା ଦେବୀ
ଆନ୍ଧ୍ର ପ୍ରଦେଶ
- ଡ. ଚନ୍ଦ୍ରଶେଖର ପେମ୍ମାସାନୀ
- ରାମ ମୋହନ ନାଇଡୁ କିଜରାପୁ
- ଶ୍ରୀ ନିବାସ ବର୍ମା
ପଶ୍ଚିମବଙ୍ଗ
- ଶାନ୍ତନୁ ଠାକୁର
- ସୁକାନ୍ତ ମଜୁମଦାର
ପଞ୍ଜାବ
- ରବନିତ ସିଂ ବିଟ୍ଟୁ
ଆସାମ
- ସର୍ବଣାନନ୍ଦ ସୋନୱାଲ
- ପବିତ୍ରା ମାର୍ଗୋରିଟା
ଉତ୍ତରରାଣ୍ଡ
- ଅଜୟ ଟମ୍ଟା
ଦିଲ୍ଲୀ
- ହର୍ଷ ମଲହୋତ୍ରା
ଛତିଶଗଡ
- ତୋଖନ ସାହୁ