Wednesday, March 25, 2026
22.8 C
Odisha

    ହୋଟେଲରେ ଯୁବକଙ୍କ ଲଙ୍କାକାଣ୍ଡ: ଘଟଣାର ତଦନ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ବର ନୟାପଲ୍ଲୀ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ହୋଟେଲରେ ଦୁଇ ଯୁବକ ଲଙ୍କାକାଣ୍ଡ ଭିଆଇଛନ୍ତି। ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହୋଟେଲ କର୍ମଚାରୀଙ୍କୁ ଭୋଇ ସାହି ପିଲାଙ୍କୁ ଲଗାଇ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ହୋଟେଲ ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    79 %
    2.1kmh
    0 %
    Tue
    23 °
    Wed
    38 °
    Thu
    38 °
    Fri
    41 °
    Sat
    39 °

    ସମ୍ବନ୍ଧିତ