Wednesday, April 15, 2026
25.7 C
Odisha

    ଏହି ତିନି ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କଲା ଚେନ୍ନାଇ

    ଆଗକୁ ପଢନ୍ତୁ

    ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ପୁଣିଥରେ ଦଳରେ ସାମିଲ କରିଛି। ରବିବାର ଅନୁଷ୍ଠିତ ନିଲାମୀରେ ଟିମ୍ ଅଶ୍ୱିନୀଙ୍କୁ ୯.୭୫ କୋଟି ଟଙ୍କାରେ କିଣିଛି। ଅଶ୍ୱିନୀ ଚେନ୍ନାଇରେ ତାଙ୍କର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିବା ବେଳେ ଏବେ ପୁଣିଥରେ ନିଜର ଘରୋଇ ଟିମକୁ ଫେରିଛନ୍ତି। ଅଶ୍ୱିନୀଙ୍କ ବ୍ୟତୀତ ସିଏସକେ ନ୍ୟୁଜିଲାଣ୍ଡର ଡେଭିଡ କନୱେ, ରଚିନ ରବୀନ୍ଦ୍ରଙ୍କୁ ଦଳରେ ପୁନର୍ବାର ସାମିଲ କରିଛି। କନୱେଙ୍କୁ ୬.୨୫ କୋଟି, ରଚିନଙ୍କୁ ୪ କୋଟି ଟଙ୍କାରେ ସିଏସକେ ଆରଟିଏମ ବ୍ୟବହାର କରି ଦଳକୁ ଫେରାଇ ଆଣିଛି। ତେବେ ଦଳ ଏଥର ଭାରତୀୟ ଦୁର୍ଦଶ ବ୍ୟାଟର ରାହୁଲ ତ୍ରିପାଠୀଙ୍କୁ ୩.୪ କୋଟି ଟଙ୍କାରେ କିଣିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    57 %
    0.8kmh
    0 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ