Monday, May 25, 2026
28.8 C
Odisha

    ଜଣାନ୍ତୁ କେଉଁ ଡାଲି ଡାଇବେଟିସ ରୋଗୀଙ୍କ ପାଇଁ ବିପଦ

    ଆଗକୁ ପଢନ୍ତୁ

    ଡାଇବେଟିସ ରୋଗରେ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ଲାଗି ଅନେକ ଜିନିଷ କରିବାର ପରାମର୍ଶ ଦିଆଯାଇଥାଏ । ଏଥିରେ କିଛି ଡାଲି ମଧ୍ୟ ସାମିଲ ରହିଛି, ଯାହାକୁ ଖାଇବା ଦ୍ୱାରା ବ୍ଲଡ ସୁଗାର ବଢିପାରେ । ଏଥିପାଇଁ ଏହାଠାରୁ ଦୂରେଇ ରହିବା ଆବଶ୍ୟକ ।

    କାବୁଲିବୁଟ: ଧଳା କାବୁଲିବୁଟ ବା ବଡ଼ ଚଣାଠାରୁ ଡାଇବେଟିସ୍ ରୋଗୀ ଦୂରେଇ ରହିବା ଆବଶ୍ୟକ । ଏହା ଅଧିକ କ୍ଷତିକାରକ ନୁହେଁ, କିନ୍ତୁ ଏହାକୁ ହଜମ କରିବା କଷ୍ଟ । ଏଥିରେ ଗ୍ୟାଷ୍ଟ୍ରିକ ଏବଂ ଏସିଡିଟି ହେବାର ସମସ୍ୟା ରହିଛି । ଏହାକୁ କମ ମାତ୍ରାରେ ଖାଇବା ଆବଶ୍ୟକ ।
    ରାଜମା: ଡାଇବେଟିସର ରୋଗୀଙ୍କୁ ରାଜମାଠାରୁ ଦୂରେଇ ରହିବା ଆବଶ୍ୟକ । ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ । ଏହା ସୁଗାର ଲେବଲକୁ ବଢାଇପାରେ । ଏଥିରେ ସୁଗାର ଲେବଲ ବଢିପାରେ । ଏହାକୁ ଖାଇବା ପରେ ପେଟ ଭାରିଭାରି ଲାଗିଥାଏ ।

    ବୁଟଡାଲି: ସୁଗାର ପେସେଣ୍ଟ ବୁଟଡାଲି ନ ଖାଇବା ଆବଶ୍ୟକ । ଏହି ଡାଲିକୁ ହଜମ କରିବା କଠିନ ହୋଇଥାଏ । ଏହାକୁ ଅଧିକମାତ୍ରାରେ ଖାଇବା ଦ୍ୱାରା ରକ୍ତରେ ୟୁରିକ ଏସିଡ ମଧ୍ୟ ବଢିପାରେ । ଏଥିରେ କିଡନୀ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    67 %
    2.8kmh
    28 %
    Mon
    29 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ