Saturday, May 2, 2026
38.1 C
Odisha

    ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଦିନ ଅନୁଯାୟୀ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ

    ଆଗକୁ ପଢନ୍ତୁ

    କେବଳ ଶୀତଦିନେ ନୁହେଁ, ବରଂ ସବୁ ସମୟରେ ଆପଣ ଡ୍ରାଏଫ୍ରୁଟ୍ସ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜଭୂତ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଛୋଟ ପିଲାଙ୍କ ପାଇଁ ଏହା ବେଶ୍‌ ଲାଭକାରୀ ହୋଇଥାଏ। ସବୁ ସମୟରେ ଆପଣ ଡ୍ରାଏଫ୍ରୁଟ୍ସ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜଭୂତ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ବାଦାମକୁ ବି ମଧ୍ୟ ଆପଣଙ୍କ ଖାଦ୍ୟରେ ସାମିଲ୍ କରିପାରିବେ । କାରଣ ଫିଟ୍ ରହିବା ପାଇଁ ପ୍ରତିଦିନ ବାଦାମ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ବାଦାମରେ ଆମିନୋ ଏସିଡ୍ ରହିଥାଏ । ଯାହା ଦ୍ଵାରା ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ପ୍ରସ୍ତୁତ କରିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଶରୀରକୁ ସୁସ୍ଥ ରଖୁଥିବା ଡ୍ରାଏଫ୍ରୁଟ୍ସ ମଧ୍ୟ ଆପଣଙ୍କ ଜୀବନରେ ସଫଳତା ଆଣିଦିଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ସକାଳୁ ଖାଇବା ଦ୍ୱାରା ଆପଣଙ୍କ ଦିନ ଶୁଭ ହେବା ସହିତ ସଫଳତାଦାୟକ ହୋଇଥାଏ। ଆସନ୍ତୁ ଜାଣିବା କେଉଁଦିନ ଆପଣ କେଉଁ ଡ୍ରାଏଫ୍ରୁଟ୍ସ ଖାଇଲେ, ସଫଳତା ମିଳିବ।

    ସୋମବାର ଦିନ ସକାଳୁ ଆପଣ ୪ଟି କାଜୁ ଖାଇବେ।

    ମଙ୍ଗଳବାର ଦିନ ୭ଟି କିସ୍‌ମିସ୍‌

    ବୁଧବାର ଦିନ ୫ଟି ପେସ୍ତା ଏବଂ ୧ଟି ବାଦାମ

    ଗୁରୁବାର ୩ ଖିଅ କେଶର

    ଶୁକ୍ରବାର ଦିନ ୫ଟି ମିଶ୍ରି ଦାନା

    ଶନିବାର ଦିନ ୩ଟି ଅଞ୍ଜିର

    ରବିବାର ଦିନ ୫ଟି ଅଖରୋଟ ଖାଇଲେ ଆପଣଙ୍କୁ ସଫଳତା ମିଳିବ।

    ଯଦି ଆପଣ ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଦିନ ଅନୁଯାୟୀ ଡ୍ରାଏଫ୍ରୁଟ୍ସ ଖାଆନ୍ତୁ। ଏହା ଆପଣଙ୍କୁ ବିଭିନ୍ନ ଶାରୀରିକ ସମସ୍ୟାରୁ ରକ୍ଷା କରିବା ସହିତ ସଫଳତା ମଧ୍ୟ ଆଣିଦେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.1 ° C
    38.1 °
    38.1 °
    18 %
    7.1kmh
    73 %
    Sat
    40 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ