Wednesday, April 15, 2026
27.1 C
Odisha

    ରାଜଧାନୀରେ ସକାଳ ସାଢେ ୮ଟାରେ ୩୪ ଡିଗ୍ରୀ ଟପିଲା ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଗତକାଲି ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ପରେ ରାସ୍ତା ପାଣିରେ ବୁଡିଯାଇଥିଲା। ଏହି ବର୍ଷା ପାଣିରେ ଗାଡ଼ି ମଧ୍ୟ ବୁଡ଼ି ଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଜନପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। କିନ୍ତୁ ଆଜି ରାଜ୍ୟରେ ତାତିଠାରୁ ବଳିଯାଇଛି ଗୁଗୁଗୁଳି।ଗୁଗୁଗୁଳିରେ ରାଜ୍ୟବାସୀ  ହେଉଛନ୍ତି  ଛଟପଟ। ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ତାପମାତ୍ରା ଟପିଛି। ପୁରୀରେ ସର୍ବାଧିକ ୩୪.୪, ବାଲେଶ୍ୱରରେ ୩୩ ଡିଗ୍ରୀ, ଚାନ୍ଦବାଲିରେ ୩୨.୮, ଭୁବନେଶ୍ୱରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

    ସେହିପରି ଗୋପାଳପୁର ଓ ପାରଦୀପରେ ତାପମାତ୍ରା ୩୧.୮ ଡିଗ୍ରୀ ରହିଛି। ରାଜ୍ୟରେ ଆର୍ଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    55 %
    2kmh
    0 %
    Tue
    27 °
    Wed
    42 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ