Saturday, February 8, 2025
30 C
Odisha

    ସାଉଥ ଆଫ୍ରିକାର David Miller ରଚିଲେ ଇତିହାସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାଉଥ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟି-୨୦ କ୍ରିକେଟରେ ଏବି ଡେଭିଲିୟର୍ସ ଏବଂ ଫାଫ ଡୁ ପ୍ଲେସିସଙ୍କୁ ପଛରେ ପକାଇଛନ୍ତି । ସେ ସାଉଥ ଆଫ୍ରିକାର ଟି-୨୦ ଲୀଗ ପୂର୍ବରୁ କ୍ୱାଲିଫାୟରରେ ପାର୍ଲ ରୟାଲ୍ସ ଏବଂ ଏମଆଇ କେପ ଟାଉନ ମଧ୍ୟରେ ହେଉଥିବା ମ୍ୟାଚରେ ନିଜର ନାମକୁ ଇତିହାସରେ ଲିପିବଦ୍ଧ କରିଛନ୍ତି । ସେ ଟି-୨୦ କ୍ରିକେଟରେ ୫୦୦ ଛକା ମାରିଥିବା ପ୍ରଥମ ଖେଳାଳି ହୋଇଛନ୍ତି ।

    ମିଲର ଏହି ମ୍ୟାଚ ପୂର୍ବରୁ ୫୧୭ଟି ମ୍ୟାଚରେ ୪୯୯ ଟଙ୍କା ମାରିଥିଲେ । ସେ ଟି-୨୦ କ୍ୟାରିୟରର ୫୦୦ଟି ଛକା ମାରିଥିବା ପ୍ରଥମ ପ୍ରୋଟିସ ଖେଳାଳି ହୋଇଛନ୍ତି ।ମିଲର ଏହି ମ୍ୟାଚ ପୂର୍ବରୁ ୫୧୭ ମ୍ୟାଚରେ ୪୯୯ ଛକା ମାରିଛନ୍ତି । ସେ ଟି-୨୦ କ୍ୟାରିୟରର ୫୦୦ଟି ଛକ୍କା ୧୦ ଓଭରରେ ଏମଆଇ କେପଟାଉନର କ୍ୟାପ୍ଟେନ ରଶିଦ ଖାନଙ୍କ ବଲରେ ସ୍କେ୍ୱୟାର ଲେଗରେ ଲଗାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    17 %
    2.8kmh
    2 %
    Sat
    32 °
    Sun
    33 °
    Mon
    34 °
    Tue
    36 °
    Wed
    37 °

    ସମ୍ବନ୍ଧିତ