Tuesday, September 8, 2026
29.4 C
Odisha

    ଅନୁଗୁଳ ସହରରେ ସେକ୍ସ ରାକେଟ ଠାବ : ଦଲାଲ ଅଟକ, ଦୁଇ ଯୁବତୀ ଉଦ୍ଧାର

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳ ସହରରେ ସେକ୍ସ ରାକେଟ ଠାବ । ଦଲାଲ ଅଟକ, ଦୁଇ ଯୁବତୀ ଉଦ୍ଧାର । ଅନୁଗୁଳ ସହରର ତାମ୍ରିତ୍ କଲୋନୀ ଅଞ୍ଚଳରେ ଚାଲୁଥିବା ଏକ ସେକ୍ସ ରାକେଟ ଉପରେ ଅନୁଗୁଳ ଥାନା ପୁଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ଦୁଇ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଗୁପ୍ତ ସୂଚନା ପାଇ ପୁଲିସ ଚଢ଼ାଉ କରି ଘଟଣାର ପର୍ଦ୍ଦାଫାସ କରିଛି। ପୁଲିସ ଉଦ୍ଧାର ଯୁବତୀଙ୍କୁ ସୁରକ୍ଷା ହେଫାଜତରେ ରଖିଥିବା ବେଳେ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ