Friday, October 2, 2026
29.9 C
Odisha

    ଅବକାରୀ ବିଭାଗର ଚଢାଉ , ୪୪୦ ଲିଟର ମହୁଲ ପୋଚ ଜବତ

    ଆଗକୁ ପଢନ୍ତୁ

    କଣିଁହା : ଅବକାରୀ ବିଭାଗର ବଡ ସଫଳତା । କଣିଁହା ବ୍ଲକ ରେଙ୍ଗାଳି ପ୍ରୋଜେକ୍ଟ ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁ ଜଙ୍ଗଲ ମଧ୍ଯରୁ ତାଳଚେର ଅବକାରୀ ଦଳ ଏବଂ ଅନୁଗୋଳ ଜିଲ୍ଲା ମୋବାଇଲ୍ ସ୍କ୍ବାର୍ଡ ମିଳିତ ଚଢ଼ାଉରେ ୭୩୮୦ କିଲୋଗ୍ରାମ ମହୁଆ ଫୁଲ ସହିତ ୪୪୦ ଲିଟର ମହୁଲ ପୋଚ ଜବତ । ସେଠାରେ ବିପୁଳ ପରିମାଣର ପୋଚ ଗୁଡିକୁ ନଷ୍ଟ କରିଛି । ଏହି ଚଢ଼ାଉରେ ତାଳଚେର ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ ଏବଂ ଅନୁଗୋଳ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ବାର୍ଡ ନିରୀକ୍ଷକ ମାନସୀ ସାହୁଙ୍କ ନେତୃତ୍ୱରେ ଏହି ସଫଳତା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ