Monday, April 27, 2026
40.6 C
Odisha

    ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା, ରାଘବ ଚଢା ସମେତ ସମସ୍ତ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ଆପ୍ କୁ ବଡ଼ ଝଟକା । ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି ।

    ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ ସାମିଲ ହୋଇଥିବା ସମସ୍ତ ସାଂସଦଙ୍କୁ ନେଇ ନୋଟିଫିକେସନ ଜାରି ହୋଇଛି । ଏମାନେ ସମସ୍ତେ ବିଜେପିର ବୋଲି କୁହାଯାଇଛି, ଯାହାପରେ ରାଜ୍ୟସଭାରେ ବିଜେପି ସଦସ୍ୟ ସଂଖ୍ୟା ବଢି ୧୧୩ରେ ପହଞ୍ଚିଛି ।

    ଆପ୍ ସାଂସଦ ସଂଜୟ ସିଂ ରାଜ୍ୟସଭା ବାଚସ୍ପତି ସିପି ରାଧାକ୍ରିଷ୍ଣନଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ଆପ୍ ଛାଡିଥିବା ୭ ସାଂସଦଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଦାବି କରିଥିଲେ । ଏହାସହିତ ଆବଶ୍ୟକତା ପଡିଲେ ଆପ୍ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ।

    ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଶୁକ୍ରବାର ୨୪ ଏପ୍ରିଲରେ ପ୍ରେସ୍ କନଫରେନ୍ସ କରି ଆପ୍ ରୁ ଅଲଗା ହେବା ପାଇଁ ଘୋଷଣା କରିଥିଲେ । ଏହାସହିତ ହରଭଜନ ସିଂହ, ସ୍ବାତି ମାଲିୱାଲ, ବିକ୍ରମ ସାହନୀ ଏବଂ ରାଜିନ୍ଦର ଗୁପ୍ତା ସାମିଲ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    40.6 ° C
    40.6 °
    40.6 °
    15 %
    3.9kmh
    100 %
    Mon
    43 °
    Tue
    42 °
    Wed
    44 °
    Thu
    43 °
    Fri
    39 °

    ସମ୍ବନ୍ଧିତ