Friday, February 6, 2026
20.6 C
Odisha

    ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ଆଉ ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ସେଥି ମଧ୍ୟରୁ କେବଳ ନୀଳଗିରିରେ ନୂଆ ପ୍ରାର୍ଥୀଙ୍କୁ ଛାଡିଦେଲେ ୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ପରେ ପୁଣି ଆଜି ପ୍ରାର୍ଥୀ ବଦଳାଇଛି କଂଗ୍ରେସ।

    ନୀଳଗିରି – ଅକ୍ଷୟ ଆଚାର୍ଯ୍ୟ
    ଜଳେଶ୍ବର- ସୁଦର୍ଶନ ଦାସ(ଦେବୀ ପ୍ରସନ୍ନ ଚାନ୍ଦଙ୍କ ଟିକେଟ କଟିଲା)
    ବରୀ- ଦେବାଶିଷ ନାୟକ(ଆରତୀ ଦେଓଙ୍କ ଟିକେଟ କଟିଲା)
    ଆଠମଲ୍ଲିକ- ହିମାଂଶୁ ଚାଉଳିଆ(ବିଜୟାନନ୍ଦ ଚାଉଳିଆଙ୍କ ଟିକେଟ କଟିଲା)
    ଆଠଗଡ଼- ସୁଦର୍ଶନ ସାହୁ(ମେହବୁବ ଅହମ୍ମଦ ଖାନ୍‌ଙ୍କ ଟିକେଟ କଟିଲା)
    ପୁରୀ- ଉମାବଲ୍ଲଭ ରଥ(ସୁଜିତ ମହାପାତ୍ରଙ୍କ ଟିକେଟ କଟିଲା)

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.6 ° C
    20.6 °
    20.6 °
    38 %
    1.9kmh
    0 %
    Fri
    20 °
    Sat
    31 °
    Sun
    31 °
    Mon
    32 °
    Tue
    33 °

    ସମ୍ବନ୍ଧିତ