Tuesday, September 8, 2026
31.1 C
Odisha

    ଏଇ ଭୁବନେଶ୍ୱରରେ …. OYOକୁ ଡାକି ଜଣେ ଯୁବତୀଙ୍କୁ ୪ ଜଣ ମିଶି କଲେ ଗଣଦୁଷ୍କର୍ମ, ଥାନାରେ ମାମଲା..

    ଆଗକୁ ପଢନ୍ତୁ

    ଭୁବନେଶ୍ୱରରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଗଣଦୁଷ୍କର୍ମର ଅଭିଯୋଗ ପୁରା ରାଜଧାନୀକୁ ଦୋହଲାଇ ଦେଇଛି । ୪ ଜଣ ଦୁର୍ବୃତ୍ତ ମିଶି ଜଣେ ଯୁତୀଙ୍କୁ ବାରମ୍ବାର ମଦ ପିଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଓୟୋ ହୋଟେଲରେ ହୋଇଛନ୍ତି ଗଣ ଦୁଷ୍କର୍ମର ଶିକାର । ଏଭଳି ଖବର ପୋଲିସ ପ୍ରଶାସନକୁ ଦେଇଛି ଚ୍ୟାଲେଞ୍ଚ । ଲୋକଲଜ୍ୟା ଭୟରେ ସେ ପ୍ରଥମେ ଥାନାକୁ ଯିବାକୁ ଡରୁଥିଲେ । ହେଲେ ଗତ ୬ ତାରିଖରେ ସେ ଖଣ୍ଡଗିରି ଥାନାରେ ଗଣ ଦୁଷ୍କର୍ମ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଖଣ୍ଡଗିରିଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି ।

    ଅଭିଯୋଗ ମୁତାବିକ ଯୁବତୀ ଜଣକ ହେଉଛନ୍ତିି ଜଣେ ବାର ଡ୍ୟାନ୍ସର । ତାଙ୍କୁ ଓୟୋ ହୋଟେଲକୁ ଡ୍ୟାନ୍ସ କରିବା ପାଇଁ ଡକା ଯାଇଥିଲା । ହେଲେ ସେଠାରେ ପଞ୍ଚିଲା ପରେ ତାଙ୍କୁ ସେଠାରେ ମଦ ପିଆଇଲା ପରେ । ୪ ଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଜଣଙ୍କ ପରେ ଜଣେ ହୋଟେଲ ଭିତରେ ହିଁ ପିଡ଼ିତାଙ୍କୁ ଝୁଣି ଝୁଣି ଖାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ