Thursday, October 15, 2026
22.4 C
Odisha

    ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ : ରାଜସ୍ୱ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଏପ୍ରିଲରୁ ପାର୍ଟ ପ୍ଲଟ ପଞ୍ଜିକରଣ ଆରମ୍ଭ ହେବ। ଏ ନେଇ ରାଜସ୍ୱ ବିଭାଗକୁ ଡ୍ରାଫ୍‌ଟଦେଲା ନଗର ଉନ୍ନୟନ ବିଭାଗ। ମାର୍ଚ୍ଚ ସୁଦ୍ଧା ଏ ନେଇ ବିଚାର ବିମର୍ଶକରି ଏପ୍ରିଲରୁ କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଂପର୍କରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପାର୍ଟ ପ୍ଲଟ ବିକ୍ରି ନେଇ ‌ପୂର୍ବରୁ ଯେଉଁ କଟକଣା ରହିଥିଲା ତାହା କୋହଳ ହେବାକୁ ଯାଉଛି। ସର୍ବାଧିକ ୫ହଜାର ବର୍ଗଫୁଟ ପରିମିତ ପ୍ଲଟ ବିକ୍ରିରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି। ଏଥିପାଇଁ ରୂପରେଖ(ମୋଡାଲିଟି)ପ୍ରସ୍ତୁତ ହୋଇଛି। ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ଚିଠା ପ୍ରସ୍ତାବ ତିଆରି କରିବାକୁ ନଗର ଉନ୍ନୟନ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବର୍ତ୍ତମାନ ଏହା ଏପ୍ରିଲରୁ କାର୍ଯ୍ୟକାରୀ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ