Friday, October 16, 2026
28.4 C
Odisha

    କଟକର ୬ଟି ସ୍ଥାନରେ ପାର୍ବଣରେ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    ଆଗକୁ ପଢନ୍ତୁ

    କଟକ  :  ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି ଆସିଛି । କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି, ଖାନ୍‌ନଗର, ମାଲଗୋଦାମ, ଶିଖରପୁରରେ ସୁଉଚ୍ଚ ତୋରଣ ପାଇଁ ଅନୁମତି ଦିଆଯାଇଛି । ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କହିରଖୁଛୁ ପୂର୍ବରୁ ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ରୋକ ଲାଗିଥିଲା । ତେବେ ଆଜି କଟକ ସହରର ସମସ୍ୟା ଶୁଣାଣି ସମୟରେ ହାଇକୋର୍ଟ ସୁଉଚ୍ଚ ତୋରଣ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ