Thursday, July 2, 2026
24.6 C
Odisha

    କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନଆଇଆରଏଫ୍ ରାକିଂ ପ୍ରକାଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନଆଇଆରଏଫ୍ ରାକିଂ ପ୍ରକାଶ ପାଇଛି । ତାଲିକାରେ ମହାବିଦ୍ୟାଳୟ ଶ୍ରେଣୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି ବି କଲେଜ ସାମିଲ ହୋଇପାରିନି । ତେବେ ସାମଗ୍ରୀକ ପ୍ରତିଷ୍ଠାନ ତାଲିକାର ୨୫ ତମ ସ୍ଥାନରେ ସୋଆ ସ୍ଥାନ ପାଇଥିବାବେଳେ ୨୭ରେ କିଟ୍ ରହିଛି ।  ୩୪ ତମ ସ୍ଥାନରେ NIT ରାଉରକେଲା ଥିବାବେଳେ ୮୦ରେ ଆଇଆଇଟି ଭୁବନେଶ୍ବର  ରହିଛି । ଇଞ୍ଜିନିୟରିଂ ମାନ୍ୟତାରେ NIT ରାଉରକେଲା ୧୩, ସୋଆ-୨୨, କିଟ୍‌- ୩୬ ତମ ସ୍ଥାନରେ ରହିଛି । ବିଶ୍ବବିଦ୍ୟାଳୟ ମାନ୍ୟତାର ୧୫ରେ ସୋଆ ଓ ୧୭ରେ କିଟ୍‌  ରହିଛି । ମେଡିକାଲ କଲେଜ ମାନ୍ୟତାର ୧୪ରେ ଏମ୍ସ, ୧୫ରେ ସୋଆ, ୨୪ରେ କିଟ୍‌ ସ୍ଥାନ ପାଇଛି । ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ମାନ୍ୟତା- ୩୦ରେ NIT ରାଉରକେଲା, ୪୩ରେ କିଟ୍‌ ରହିଛି । ତେବେ କଲେଜ କ୍ୟାଟାଗୋରୀରେ ଟପ୍‌-୧୦୦ରେ ଓଡ଼ିଶାର କୌଣସି କଲେଜ ସ୍ଥାନ ପାଇନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    1.6kmh
    100 %
    Wed
    25 °
    Thu
    30 °
    Fri
    29 °
    Sat
    31 °
    Sun
    31 °

    ସମ୍ବନ୍ଧିତ