Wednesday, August 19, 2026
28.3 C
Odisha

    କୋରେଇ ରେଳ ଷ୍ଟେସନ ନିକଟରେ ଅଘଟଣ; ଇଞ୍ଜିନ୍‌ରୁ ଅଲଗା ହେଇଗଲା ଡବା…

    ଆଗକୁ ପଢନ୍ତୁ

    କୋରେଇ ରେଳ ଷ୍ଟେସନ ନିକଟରେ ଅଘଟଣ । ସୋମବାର ଦିନ ୩:୧୦ ମିନିଟ ସମୟରେ ମାଲବାହୀ ଟ୍ରେନ ଇଞ୍ଜିନ୍ ରୁ ଅଲଗା ହେଇଗଲା ଡବା । ତେବେ ଏହି ଅଘଟଣରେ କାହାର କୌଣସି କ୍ଷକ୍ଷତି ହେଇନଥିବା ସୂଚନା । ସୂଚନା ଅନୁଯାୟୀ ସୋମବାର ଦିନ ଯାଜପୁର ରୋଡ ରେଳ ଷ୍ଟେସନରୁ ଭଦ୍ରକ ଅଭିମୁଖେ ଏକ ମାଳବାହୀ ଟ୍ରେନ ଯାଉଥିଲା । ହଠାତ୍ କୋରେଇ ରେଳ ଷ୍ଟେସନର କିଛି ଦୂରରେ ଏହି ଟ୍ରେନର ଇଞ୍ଜିନରୁ ଡବା ଅଲଗା ହେଇଯାଇଥିଲା । ସୌଭାଗ୍ୟ ବସତଃ କୌଣସି କ୍ଷତି ହେଇନଥିବା ସୂଚନା ମିଳିଛି । ସେପଟେ ରେଳ ବିଭାଗ ପକ୍ଷରୁ ତଦନ୍ତ ପରେ ଏହି ମାଳବାହୀ ଟ୍ରେନ ଭଦ୍ରକ ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    81 %
    4.6kmh
    81 %
    Wed
    29 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ