Saturday, July 25, 2026
26.2 C
Odisha

    ଛାତ୍ରୀଙ୍କ କମାଲ,ଏକାଥରକେ ପାଇଲେ ଆଇ ଆଇ ଟି,ଏନ ଆଇ ଟି ,ନିଟ୍,ଆଇଏଟି ଏବଂ ନେଷ୍ଟ୍

    ଆଗକୁ ପଢନ୍ତୁ

    ବାଲେଶ୍ଵର : ଭାରତର ପ୍ରମୁଖ ଉଚ୍ଚଶିକ୍ଷା ସଂସ୍ଥାନ ଏବଂ ସେଗୁଡ଼ିକରେ ନାମଲେଖା ପାଇଁ ହେଉଥିବା ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା  ଓ ଯୁକ୍ତ ଦୁଇ ପରେ ଇଞ୍ଜିନିୟରିଂ, ମେଡିକାଲ, କିମ୍ବା ବୈଜ୍ଞାନିକ ଗବେଷଣା କ୍ଷେତ୍ରକୁ ଯିବା ପାଇଁ ପ୍ରମୁଖ ପ୍ରବେଶିକା ପରୀକ୍ଷା ମାନଙ୍କରେ ବାଲେଶ୍ଵର ସୁନା ଝିଆ ଆଦ୍ୟାଶା ପାଣିଗ୍ରାହୀ ନିଜର କୃତିତ୍ୱ ଦେଖାଇଛନ୍ତି । ୫ପାଞ୍ଚ ଟି ପ୍ରବେଶିକା ପରୀକ୍ଷାରେ ନିଜର ଉତ୍କର୍ଷ ପ୍ରତିପାଦିତ କରିଛନ୍ତି । ଜଣେ ସଫଳ ଏ ଆଇ(AI) ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା ଆଦ୍ୟାଶା ଚଳିତ ବର୍ଷ ସେ ଏକାଥରକେ ଆଇ ଆଇ ଟି ,ଏନ ଆଇ ଟି ,ନିଟ୍,ଆଇ ଏ ଟି ଏବଂ ନେଷ୍ଟ୍ ରେ ଭଲ ରାଙ୍କ ରଖି ନିଜ ପରିବାର ଶହ ଜଣେ ମେଧାବୀ ଛାତ୍ରୀ ଭାବରେ ନିଜକୁ ପରିଗଣିତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.2 ° C
    26.2 °
    26.2 °
    87 %
    3.5kmh
    90 %
    Sat
    26 °
    Sun
    29 °
    Mon
    24 °
    Tue
    24 °
    Wed
    24 °

    ସମ୍ବନ୍ଧିତ