Sunday, October 11, 2026
28.3 C
Odisha

    ପ୍ରଧାନମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ତଦାରଖ କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଗଞ୍ଜାମ  :   ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନଜରରେ ରଖି ସଭାସ୍ଥଳର ତଦାରଖ କରିଛନ୍ତି ମନ୍ତ୍ରୀ ଓ ଜିଲ୍ଲାପାଳ ।  ଏନେଇ ମନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ଗଞ୍ଜାମକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରହିଥିବାରୁ ଏଠାରେ ସଭାସ୍ଥଳ, ପାର୍କିଂ, ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ତଦାରଖ କରିଛନ୍ତି।

    କାର୍ଯ୍ୟକ୍ରମ ପାଇଁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାଷନ,ଦକ୍ଷିଣାଞ୍ଚଳ ଆଇ.ଜି ନିତି ଶେଖର,ଗୋଇନ୍ଦା ବିଭାଗର ଅତିରିକ୍ତ ଡିଜି,ଅତିରିକ୍ତ ଡିଜି ସଞ୍ଜୟ କୁମାର, ବ୍ରହ୍ମପୁର ଏସ.ପିଙ୍କ ସମେତ ବହୁ ଅଧିକାରୀ ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରେ ପହଁଚି ସଭାସ୍ଥଳ ଚିହ୍ନଟ ସହ ତଦାରଖ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ