Thursday, August 20, 2026
23.5 C
Odisha

    ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼, ମେଡିକାଲ୍ ରେ ମୃତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ବ୍ରହ୍ମପୁରରେ ବିଜେପି ନେତା ତଥା ବରିଷ୍ଠ ଆଇନୀଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼ । ବାଇକ୍ ରେ ଆସି ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ର୍ଦୁବୃତ୍ତ । ରାତି ପ୍ରାୟ ୧୦ ଟା ସମୟରେ ଦୁର୍ବୃତ୍ତମାନେ ଗୁଳିମାରିଥିଲେ । ବ୍ରହ୍ମlନଗରରେ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ। ତେବେ ପୀତବାସଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.5 ° C
    23.5 °
    23.5 °
    93 %
    1.6kmh
    36 %
    Wed
    23 °
    Thu
    27 °
    Fri
    29 °
    Sat
    25 °
    Sun
    25 °

    ସମ୍ବନ୍ଧିତ