Wednesday, July 15, 2026
26.6 C
Odisha

    ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା, ଟ୍ରାଫିକ୍ ଜାମ୍ କମାଇବାକୁ NHAIର ବଡ଼ ପଦକ୍ଷେପ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଭୁବନେଶ୍ବର ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା । ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ କମାଇବାକୁ NHAIର ବଡ଼ ପଦକ୍ଷେପ । ୬ଲେନ୍ ରାସ୍ତା ହେଲେ ଭିଡ଼ କମିବା ସହ ଯାନବାହାନ ଚଳାଚଳ ସହଜ ହେବ । ଏଥିପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଦେଢବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି NHAI ଆଞ୍ଚଳିକ ଅଧିକାରୀ ବିରେନ୍ଦ୍ର ସିଂ । ଦୀର୍ଘଦିନ ହେବ ସକାଳ ଓ ସନ୍ଧ୍ୟାରେ ପଳାଶୁଣୀରେ ଭୟଙ୍କର ଟ୍ରାଫିକ୍ ଜାମ୍ ହେଉଛି । ବିଶେଷକରି ଭୁବନେଶ୍ବର-କଟକ ମଧ୍ୟରେ ଯାତ୍ରା କରୁଥିବା ଲୋକ ବିଭିନ୍ନ ଅସୁବିଧା ଭୋଗୁଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    81 %
    1.1kmh
    100 %
    Tue
    26 °
    Wed
    29 °
    Thu
    30 °
    Fri
    28 °
    Sat
    27 °

    ସମ୍ବନ୍ଧିତ