Tuesday, April 14, 2026
40.9 C
Odisha

    ମାଲକାନାଗିରିରେ ଫେରୁଛି ଶାନ୍ତି, ଆଜି ଦିନ ୧୨ଟା ଯାଏ ଜାରି ରହିବ ଇଣ୍ଟରନେଟ କଟକଣା

    ଆଗକୁ ପଢନ୍ତୁ

     

    ଖୁବଶୀଘ୍ର ଉଭୟ ଗାଁର ୧୦ ଜଣ ଲେଖାଏଁଙ୍କୁ ନେଇ କୋର କମିଟି ଗଠନ କରାଯାଇ ଶାନ୍ତି ଫେରାଇ ଅଣାଯିବ ବୋଲି ସହମତି ପ୍ରକାଶ ପାଇଛି । ପୂର୍ବ ଭଳି ଭାଇଚାରା ବଜାୟ ରହିବ । ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏମଭି-୨୬ ଗାଁର ୧୬୩ ଘର ଜଳିଯାଇଛି । ସୁରକ୍ଷା ଦୃଷ୍ଟିରୁ ଗାଁରେ ଏବେ CCTV କ୍ୟାମେରା ଲଗାଯାଇଛି । ମାଲକାନଗିରି ଜିଲ୍ଲାରେ ଆଜି ଦିନ ୧୨ଟା ଯାଏ ଇଣ୍ଟରନେଟ କଟକଣା ଜାରି ରହିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.9 ° C
    40.9 °
    40.9 °
    12 %
    4.2kmh
    0 %
    Tue
    41 °
    Wed
    43 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ