Sunday, October 18, 2026
23.2 C
Odisha

    ସୁଜିତଙ୍କୁ ବିଶ୍ୱାସ ଘାତକ କହିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦଳ ଡିଆଁ ନୀତି ନେଇ ଚାରିଆଡେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ଏହାରି ଭିତରେ ସୋସିଆଲ ମିଡିଆ ‘ଏକ୍ସ’ରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସୁଜିତଙ୍କୁ ବିଶ୍ୱାସ ଘାତକ କହିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

    https://x.com/manasrmangaraj/status/1832067533437800716?t=xk9Ia72ZPRRlkpyJ_5qtvw&s=19
    ଯେଉଁ ଦଳ ଆପଣଙ୍କୁ ସବୁବେଳେ ସମ୍ମାନ ଓ ପୁରସ୍କୃତ କଲା ସେହି ଦଳ ପ୍ରତି ଆପଣଙ୍କ ବିଶ୍ୱାସ ଘାତକ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମାନସ ଙ୍ଗରାଜ। ଆପଣଙ୍କ ଏଭଳି ନିଷ୍ପତି କଳାହାଣ୍ଡିବାସୀଙ୍କୁ ମର୍ମାହତ କରିଛି। ଏକ୍ସରେ ସୁଜିତଙ୍କୁ କଟାକ୍ଷ କରିବା ସହ ଆମେ ସବୁବେଳେ ନବୀନ ଓ ବିଜେଡି ସହ ରହିଛୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଦଳ ବିରୋଧୀ କାମ ପାଇଁ ଶୁକ୍ରବାର ବିଜେଡିରୁ ବହିଷ୍କାର ହେବାର କିଛି ଘଣ୍ଟା ଭିତରେ ବିଜେପିରେ ମିଶିଛନ୍ତି ସୁଜିତ କୁମାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ