Monday, September 7, 2026
29.7 C
Odisha

    ସୋମବାରରୁ ଥଣ୍ଡାରୁ ମୁକ୍ତି ପାଇବ ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ସୋମବାରରୁ ଶୀତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାରଦ ବୃଦ୍ଧି ପାଇବା ସହ ଥଣ୍ଡାର ପରିମାଣରେ ହ୍ରାସ ହେବ ବୋଲି ପାଣିପାଗ ବିଭାଗ କହିଛି।ଆସନ୍ତା ସୋମବାରରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡାର ପରିମାଣ କମ୍ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଆସନ୍ତା ୨୪ ଘଣ୍ଟାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ସୋମବାରରୁ ପାରଦ ବଢିବା ସହ ଜାଡ଼ରୁ ମୁକ୍ତି ପାଇପାରେ ଓଡ଼ିଶା। ଲଗାତାର କିଛି ଦିନରୁ ବିଭିନ୍ନ ସହରରେ ଥଣ୍ଡାର ପରିମାଣ ଖୁବ ଅଧିକ ଅନୁଭୂତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    74 %
    3kmh
    59 %
    Mon
    29 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ