Wednesday, July 15, 2026
26 C
Odisha

    ସ୍ବର ଉତ୍ତୋଳନ କଲେ ନ୍ୟାୟ ନିଶ୍ଚିତ ମିଳିବ : ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶିକାର ହେଲେ ବିରୋଧ କର । ନାରୀଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା । ଲୋକସେବା ଭବନରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ନିବାରଣ କର୍ମଶାଳାରେ ଉଦବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ପୁଅ ଭିତରେ ପାତର ଅନ୍ତର ରଖନ୍ତୁ ନାହିଁ ।

    ମୋର ଅନୁରୋଧ ଶିକାର ହେଲେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ନିଜ ଅଧିକାର ପାଇଁ ସ୍ବର ଉଠାଇବା ଅପରାଧ ନୁହେଁ । ସ୍ବର ଉତ୍ତୋଳନ କଲେ ନ୍ୟାୟ ନିଶ୍ଚିତ ମିଳିବ। ଯୌନ ଉତ୍ପୀଡ଼ନ ଉପରେ ରୋକ ଲଗାଇବା ପାଇଁ ଜନସଚେତନତା ସହ ଦୋଷୀଙ୍କ ପାଇଁ କଠୋର ଦଣ୍ଡବିଧାନ ପ୍ରତି ଆମ ସରକାର ଗୁରୁତ୍ବ ଦେଇଆସିଛନ୍ତି ।

    ଏହି ଆଇନକୁ ଆଇନରେ ସୀମିତ ନରଖି ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ବ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଆଗକୁ ଏହିଭଳି କର୍ମଶାଳା ସବୁ ସରକାରୀ କାର୍ଯ୍ୟାଳୟରେ ଆୟୋଜିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    87 %
    1.5kmh
    100 %
    Wed
    31 °
    Thu
    30 °
    Fri
    26 °
    Sat
    26 °
    Sun
    28 °

    ସମ୍ବନ୍ଧିତ