Thursday, October 15, 2026
21.9 C
Odisha

    ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିବା ବେଳେ ପିତାପଲ୍ଲୀରେ ମାଡ଼ିବସିଲା ଅବକାରୀ ବିଭାଗ । ଚଢ଼ଉରେ ଜଟଣୀ ଏକ୍ସାଇଜ୍ ଟିମକୁ ମିଳିଛି ବଡ଼ ସଫଳତା । ଆଜି ସକାଳ ପ୍ରାୟ ୭ଟା ସମୟରେ ପିତାପଲ୍ଲୀ ଫ୍ଲାଏଓଭର ନିକଟରେ ଚଢ଼ଉ କରି ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଏହି ଗଞ୍ଜେଇ ଭୁବନେଶ୍ୱରକୁ ଚାଲାଣ ହେଉଥିବା ବେଳେ କାବୁ କରିଥିଲା ଅବକାରୀ ଟିମ୍ । ମାମଲାରେ ଆଶୋକ କୁମାର ଦିଗାଲଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ଗଞ୍ଜେଇ ସହ ଏକ ହୁଣ୍ଡାଇ କ୍ରେଟା କାର୍ ମଧ୍ୟ ଜବତ ହୋଇଛି । ଜଟଣୀ ଏକ୍ସାଇଜ୍ ଷ୍ଟେସନ୍ ଓଆଇସି ସୁଜିତ କୁମାର ମୁଦୁଳିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ