Friday, June 26, 2026
36.5 C
Odisha

    ୧୫ ଲକ୍ଷ ଟଙ୍କାର ହେରୋଇନ୍‌ ଜବତ ଏବଂ ୨ ଗିରଫ

    ଆଗକୁ ପଢନ୍ତୁ

    ବାଲେଶ୍ୱର  :  ବାଲେଶ୍ବର ଜିଲ୍ଲା ଭୋଗରାଇ ଚନ୍ଦନେଶ୍ଵର ମାର୍କେଟରୁ ଲକ୍ଷାଧିକ ଟଙ୍କାର ହେରୋଇନ୍‌ ଜବତ ହୋଇଛି। ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ବର ମୋବାଇଲ ଅବକାରୀ ଥାନା ପକ୍ଷରୁ ଚନ୍ଦନେଶ୍ଵର ମାର୍କେଟରେ ମିଳିତ ଚଢ଼ାଉବେଳେ ଏହି ହେରୋଇନ୍‌ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ମାମଲାରେ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.5 ° C
    36.5 °
    36.5 °
    41 %
    1.2kmh
    11 %
    Fri
    37 °
    Sat
    38 °
    Sun
    37 °
    Mon
    37 °
    Tue
    34 °

    ସମ୍ବନ୍ଧିତ