Friday, March 27, 2026
31.5 C
Odisha

    ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇବେ ସ୍ୱତନ୍ତ୍ର ବାଟାଲିୟନ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିୟୋଜିତ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ସ୍ବତନ୍ତ୍ର ସୁରକ୍ଷା ବାହିନୀ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇବେ। ସ୍ବତନ୍ତ୍ର ସୁରକ୍ଷା ବାହିନୀ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । 5T ଅଧ୍ୟକ୍ଷ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଶ୍ରୀମନ୍ଦିର ସୁରକ୍ଷା, ଭିଡ଼ ପରିଚାଳନାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବାଟାଲିୟନରେ ୧୧୯୦ ସୁରକ୍ଷା କର୍ମୀ ରହିବେ । ଏହା ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ssb) ଭାବେ ନାମିତ ହେବ । ଏହି ବାଟାଲିୟନ ପୁରୀ ଏସପିଙ୍କ ଅଧୀନରେ କାମ କରିବେ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଜନସମାଗମ ବଢ଼ିବା ନେଇ ଏପରି ନିଷ୍ପତ୍ତି ନିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ