Friday, May 15, 2026
26.3 C
Odisha

    ସରପଂଚ ପଦ ପାଇଁ ୨ ବର୍ଷର ଲଢ଼େଇ, ଶେଷରେ ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କଲେ ବାଲେଶ୍ୱର ଜିଲ୍ଲା ଦୌରାଜଜ୍

    ଆଗକୁ ପଢନ୍ତୁ

    ସରପଂଚ ପଦ ପାଇଁ ନ୍ୟାୟାଳୟରେ ୨ ବର୍ଷର ଲଢ଼େଇ । ଶେଷରେ ବାଲେଶ୍ୱର ଭୋଗରାଇ ବ୍ଲକ ନାରାୟଣ ମହାନ୍ତି ପଡ଼ିଆ ପଂଚାୟତ ସରପଂଚ ଭାବେ ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲା ଦୌରାଜଜ୍ । ୨୦୨୨ ପଂଚାୟତ ନିର୍ବାଚନରେ ୪ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ସୀତାରାଣି ସେନାପତି । ସରପଂଚ ନେଇ ତାଙ୍କ ନାମ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ ପ୍ରଶାସନିକ ଚାପରେ ପୁନଃ ଗଣତି କରାଯାଇ ପ୍ରତିଦ୍ୱନ୍ଦି ରାଧାରାଣୀ ବେହେରାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୀତାରାଣି । ଏବେ ୨ବର୍ଷ ପରେ ଆସିଛି କୋର୍ଟଙ୍କ ରାୟ । ଆଉ ସୀତାରାଣୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.3 ° C
    26.3 °
    26.3 °
    78 %
    2.5kmh
    100 %
    Thu
    27 °
    Fri
    42 °
    Sat
    42 °
    Sun
    43 °
    Mon
    46 °

    ସମ୍ବନ୍ଧିତ