Thursday, April 23, 2026
41.5 C
Odisha

    ଗୁରୁତର ଅବସ୍ଥାରେ ରୋଗୀକୁ ଷ୍ଟ୍ରେଚରରେ ବୋହିନେଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ

    ଆଗକୁ ପଢନ୍ତୁ

    ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡେ । ଫଳରେ ସେଠିକାର ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏପରିକି ଅନେକ ସମୟରେ ରୋଗୀ ଠିକ ସମୟରେ ହସ୍ପିଟାଲ ନଯାଇପାରି ଗୁରୁତର ହୋଇଯିବାର ଅନେକ ନଜିର ମଧ୍ୟ ରହିଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡ ବ୍ଳକ ଆବରସିଂହ ଗାଁରେ ।ଏହି ଗାଁକୁ ଭଲ ରାସ୍ତାନଥିବାରୁ ଆମ୍ବୁଲାନ୍ସ ପଶିପାରିନଥିଲା । ଫଳରେ ମହିଳାଙ୍କୁ ଆମ୍ବୁଲାନ୍ସ ଯାଏଁ ୨ କିଲୋମିଟର ବାଟ ଷ୍ଟ୍ରେଚରରେ ବୋହିନେଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ । ଏଭଳି ସମସ୍ୟ ଭିତରେ ରୋଗୀକୁ ରାୟଗଡ ହସ୍ପିଟାଲରେ ପହଞ୍ଚାଇବବେଳକୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    41.5 ° C
    41.5 °
    41.5 °
    8 %
    4.4kmh
    100 %
    Thu
    41 °
    Fri
    43 °
    Sat
    43 °
    Sun
    44 °
    Mon
    45 °

    ସମ୍ବନ୍ଧିତ