Sunday, December 28, 2025
17.5 C
Odisha

    ଆରମ୍ଭ ହେଲାଣି ଦଣ୍ଡନାଚ

    ଆଗକୁ ପଢନ୍ତୁ

    ଆରମ୍ଭ ହେଲା ଗଞ୍ଜାମ ଦଣ୍ଡ ନାଚଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡ ନାଚ ପରମ୍ପରା । ଦଣ୍ଡୁଆଙ୍କ ଦଣ୍ଡ ଓ ନାଚଗୀତରେ ଉଠୁଚି ପଡୁଛି ଗାଁରୁ ସହର । ଗାଁ ଗାଁ ବୁଲି ଦଣ୍ଡ ନାଚ ଦେଖାଉଛନ୍ତି ମାନସିକଧାରୀ ଦଣ୍ଡୁଆମାନେ । ୨୧ ଦିନ ଧରି ଚାଲିବ ଏହି ଦଣ୍ଡ ପରମ୍ପରା । ଦିନରେ ଧୂଳିଦଣ୍ଡ, ପାଣିଦଣ୍ଡ ପରିବେଷଣ ହେବା ସହ ରାତିରେ ଅଗ୍ନିଦଣ୍ଡ ପାଳନର ପରମ୍ପରା ରହିଛି । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଆୟୋଜନ କରାଯାଇଥାଏ । ନିଜ ଶରୀରକୁ ପିଡ଼ା ଦେଇ ଦଣ୍ଡ ନାଚ ଦେଖାଇଥାନ୍ତି ଦଣ୍ଡୁଆ । ଏହି ବ୍ରତକୁ ନେଇ ଅନେକଙ୍କ ମନରେ ବିଶ୍ୱାସ ରହିଥିବା ବେଳେ ଦଣ୍ଡଯାତ୍ରା ଦେଖିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.5 ° C
    17.5 °
    17.5 °
    35 %
    1.2kmh
    0 %
    Sun
    17 °
    Mon
    28 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ