Tuesday, June 24, 2025
24.7 C
Odisha

    ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ବିଧାନସଭା ଅଧିବେଶନ ନେଇ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ବିଧାନସଭାରେ ରହିଛି ୭ଟି କାର୍ଯ୍ୟଦିବସ । ୫ ତାରିଖରେ ରାଜ୍ୟପାଳ ଅଭିଭାଷଣ ରଖିବେ । ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ। ୮ ତାରିଖରେ ୨୦୨୪ -୨୫ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍। ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେହିଦିନ ଲେଖାନୁଦାନ ପାଇଁ ବି ପ୍ରସ୍ତାବ ଆସିବ । ୯ ତାରିଖରେ ଲେଖାନୁଦାନ ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ପାରିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    86 %
    2.6kmh
    100 %
    Mon
    25 °
    Tue
    25 °
    Wed
    32 °
    Thu
    33 °
    Fri
    31 °

    ସମ୍ବନ୍ଧିତ