Sunday, October 4, 2026
29.6 C
Odisha

    ବିଜେପି କେଉଁ ଲୋକସଭା ଆସନରୁ କାହାକୁ ଟିକେଟ ଦେଇପାରେ ଆସନ୍ତୁ ଜାଣିବା…

    ଆଗକୁ ପଢନ୍ତୁ

    ସତ୍ୟଦ୍ରଷ୍ଟା, ୨୪/୦୩: ଦୁଇ ରାଜନୈତିକ ଦଳ ତଥା ବିଜେପି ଓ ବିଜେଡି ମେଂଟ ଚର୍ଚ୍ଚା ଜୋର ଧରିଥିଲା ତାହାର ପୂର୍ଣ୍ଣଚ୍ଛେଦ ପଡିଛି । ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ବିଜେପିର ଲୋକସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ।
    କେଉଁ ଲୋକସଭା ଆସନରୁ କାହାକୁ ଟିକେଟ ଦେଇପାରେ ବିଜେପି…
    (୧)ରାଜଧାନୀ ଭୁବନେଶ୍ୱରର ସାଂସଦ ଅପରାଜିତାଙ୍କୁ ପୁଣି ସୁଯୋଗ ଦେଇପାରେ ବିଜେପି
    (୨)ସମ୍ବଲପୁର ଆସନରୁ ଧର୍ମେନ୍ଦ୍‌୍ର ପ୍ରଧାନଙ୍କୁ ଦଳ ଟିକେଟ ଦେବାର ସମ୍ଭାବନା ରହିଛି
    (୩)ପୂର୍ବଥର ପ୍ରାର୍ଥୀ ଡଃ ସମ୍ବିତ ପାତ୍ରଙ୍କୁ ପୁଣି ପୁରୀରୁ ବିଜେପି ପ୍ରାର୍ଥୀ କରିପାରେ
    (୪)ଜଗତସିଂହପୁରରୁ ଡଃ ବିଭୂପ୍ରସାଦ ତରାଇଙ୍କୁ ପ୍ରାର୍ଥୀ କରିପାରେ ବିଜେପି
    (୫)ପୂର୍ବତନ ମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମଙ୍କୁ ସୁନ୍ଦରଗଡରୁ ପୁଣି ସୁଯୋଗ ଦେଇପାରେ ଦଳ
    (୬)ବରଗଡରୁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିପାରେ
    (୭)ସେହିପରି ବ୍ରହ୍ମପୁର ପାଇଁ ଦଳର ନୂତନଭାବେ ଯୋଗ ଦେଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇପାରେ
    (୮) ବାଲେଶ୍ୱର ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଦଳ ବିଶ୍ୱାସ କରି ଟିକେଟ ଦେଇପାରେ
    (୯)କେନ୍ଦୁଝରରୁ ଅନନ୍ତ ନାୟକଙ୍କୁ ପାର୍ଟି ଟିକେଟ୍ ଦେଇପାରେ
    (୧୦)ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣିଙ୍କୁ ବିଜେପି ଟକେଟ ଦେଇପାରେ
    (୧୧)ବଲାଙ୍ଗିରରୁ ବର୍ତମାନର ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ବିଜେପି ଟିକେଟ ଦେଇପାରେ
    (୧୨)କଟକରୁ ଭର୍ତୁହରି ମହତାବଙ୍କୁ ବିଜେପି ଟକେଟ ଦେଇପାରେ
    (୧୨)ମୟୂରଭଞ୍ଜରୁ ଡଃ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ପ୍ରାର୍ଥୀ କରିପାରେ
    (୧୩)କୋରାପୁଟରୁ କାଳୀରାମ ମାଝୀ
    (୧୪)କଳାହାଣ୍ଡିରୁ ମାଳବିକା ଦେଓ
    (୧୫)କନ୍ଧମାଳ ଆସନରୁ କର୍ନୋଲ ଶିଶିର ଘୋଷ
    (୧୫)ନବରଙ୍ଗପୁରରୁ ବଳଭଦ୍ର ମାଝୀ,
    (୧୬)ଆସ୍କାରୁ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ
    (୧୭)କେନ୍ଦ୍ରାପଡାରୁ ଅର୍ଚ୍ଚନା ନାୟକ
    (୧୮)ଯାଜପୁରରୁ ରବି ନାରାୟଣ ବେହେରା

    ଲୋକସଭା ଆସନରୁ ବିଜେପି ଏମାନଙ୍କ ନାମ ଘୋଷଣା କରିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ