Sunday, October 4, 2026
29.6 C
Odisha

    ଓଡ଼ିଶା ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନୀ ଉପରେ ହେବ ଚଳଚିତ୍ର, ‘ଶେଷ କିଷାନ ବଲାସିଂଘାରୁ ବର୍ଲିନ’

    ଆଗକୁ ପଢନ୍ତୁ

    ଓଡ଼ିଶାର ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚିତ୍ର ‘ଶେଷ କିଷାନ ବଲାସିଂଘାରୁ ବର୍ଲିନ । ଉତ୍କଟ ଦାରିଦ୍ରତା ଭିତରେ ମଫସଲରେ ଜନ୍ମ ହୋଇ କିପରି ଏତେ ବଡ ସଫଳତା ପାଇଲେ ତାକୁ ନେଇ ଫିଲ୍ମଟିୁ ପ୍ରସ୍ତୁତ କରାଯାଇଛି । ଗାଁ ଚାଟଶାଳୀରୁ ପାଠ ପଢା ଆରମ୍ଭ କରିଥିବା ଶେଷ କିଷାନ ନବୋଦୟ ଏବଂ ପରେ ନାଇଜରରୁ ପାଠ ପଢିଥିଲେ । ଏବେ ଜର୍ମାନରେ ଜଣେ ସୁଖ୍ୟାତ ବୈଜ୍ଞାନିକ ହୋଇପାରିଛନ୍ତି ଶେଷ କିଶାନ । ତାଙ୍କ କାହାଣୀକୁ ନେଇ ଫିଲ୍ମ ଅନେକ ଯୁବପିଢୀଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ