Thursday, September 19, 2024
25.2 C
Odisha

    ଓଡିଶାରେ ବଢୁୁଛି ବେକାରୀ ସମସ୍ୟା, ଚାକିରି ଅପେକ୍ଷାରେ ୧୦ ଲକ୍ଷ ଆଶାୟୀ ; କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ଦେଲେ ଶ୍ରମମନ୍ତ୍ରୀ

    ଆଗକୁ ପଢନ୍ତୁ

    ଆଜି ବିଧାନସଭାର ସପ୍ତମ ଦିନରେ ଶ୍ରମ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ରାଜ୍ୟରେ ଶ୍ରମ ଓ କର୍ମଚାରୀଙ୍କ (EmploymentExchange) ରେ ନାଁ ପଞ୍ଜିକରଣ କରି କୋତେ ଯୁବକ ଯୁବତୀ ଚାକିରି ଆପେକ୍ଷାରେ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଲେ, ‘ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଓଡିଶାର ବିଭିନ୍ନ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ୨୦୨୦ରୁ ୨୦୨୪ ଭିତରେ ମୋଟ ୯ ଲକ୍ଷ ୯୦ ହଜାର ୬୯୬ ଜଣ ପିଲାଙ୍କ ନାମ ପଞ୍ଜିକୃତ ହୋଇ ରହିଛି । ଏମାନେ ଚାକିରି ଅପେକ୍ଷାରେ ଅଛନ୍ତି । କିନ୍ତୁ ଏହି ୪ ବର୍ଷ ଭିତରେ ମାତ୍ର ୧୧୭୬ ପିଲାଙ୍କୁ ନିଯୁକ୍ତି ମିଳିଥିବା ମନ୍ତ୍ରୀ ରିପୋର୍ଟରେ ଦର୍ଶାଇଛନ୍ତି, ଯାହା ରାଜ୍ୟରେ ବେକାରୀ ସମସ୍ୟାକୁ ସ୍ପଷ୍ଟ କରୁଛି ବୋଲି କହିଛନ୍ତି ମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ