Monday, October 12, 2026
22.9 C
Odisha

    ବସନ୍ତ ପଞ୍ଚମୀରେ ନିଜ ରାଶି ଅନୁସାରେ ଜପ କରନ୍ତୁ ମା’ ସରସ୍ୱତୀଙ୍କ ମନ୍ତ୍ର

    ଆଗକୁ ପଢନ୍ତୁ

    ବସନ୍ତ ପଞ୍ଚମୀ ଅର୍ଥାତ ମାଁ ସରସ୍ୱତୀଙ୍କ ଜନ୍ମଦିନରେ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ରଶଶି ଅନୁଯାୟୀ ବନ୍ଦନା କରନ୍ତୁ। ରାଶି ଅନୁଯାୟୀ ମନ୍ତ୍ର ଜପ କରିବା ଦ୍ୱାରା ମାଁ ସରସ୍ୱତୀ ସୁଖ, ସମ୍ପତ୍ତି, ବିଦ୍ୟା, ବୁଦ୍ଧି, ଯଶ, କିର୍ତ୍ତୀ, ପରାକ୍ରମ, ପ୍ରତିମା ଏବଂ ଆଶିଷ ପ୍ରଦାନ କରିଥାନ୍ତି। ତେବେ ଜାଣନ୍ତୁ ରାଶି ଅନୁଯାୟୀ କେଉଁ ମନ୍ତ୍ର ଜପ କରିବେ।

    ମେଷ: ଓଁ ବାଗ୍‌ଦେବୀ ବାଗୀଶ୍ୱରୀ ନମଃ

    ବୃଷ: ଓଁ କୌମୁଦି ଜ୍ଞାନଦାୟନୀ ନମଃ

    ମିଥୁନ: ଓଁ ମାଂ ଭୁବନେଶ୍ୱରୀ ସରସ୍ୱତୈ ନମଃ

    କର୍କଟ: ଓଁ ମାଂ ଚନ୍ଦ୍ରିକା ଦେବୈ ନମଃ

    ସିଂହ: ଓଁ ମାଂ କମଳହାସ ଭିକାସିନୀ ନମଃ

    କନ୍ୟା: ଓଁ ମାଂ ପ୍ରଣବନାଦ ଭିକାସିନୀ ନମଃ
    ତୁଳା: ଓଁ ମାଂ ହଂସସୁବାହିନୀ ନମଃ

    ବିଛା: ଓଁ ଶାରଦୈ ଦେବୈ ଚନ୍ଦ୍ରକାନ୍ତି ନମଃ

    ଧନୁ: ଓଁ ଜଗତୀ ବୀଣାବାଦିନୀ ନମଃ

    ମକର: ଓଁ ବୁଦ୍ଧିଦାତ୍ରୀ ସୁଧାମୂର୍ତ୍ତି ନମଃ

    କୁମ୍ଭ: ଓଁ ଜ୍ଞାନପ୍ରକାଶିନୀ ବ୍ରହ୍ମଚାରିଣୀ ନମଃ

    ମୀନ: ଓଁ ବରଦାୟିନୀ ମାଂ ଭାରତୀ ନମଃ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ